
Meet the author
Dr. Trupti Ranjan Das is an Indian writer known for his Odia works spanning
poetry, short stories, novels, ghazals, and lyrics.
In addition to his writing, he is an accomplished
live stage performer.
He has written one novel, three poetry collections, and two short story collections,
along with numerous ghazals and lyrics. He has presented his works at various
state and national level literary events and conferences
organized by Sahitya Akademi and other literary institutions.
He actively performs Odia poetry to reach diverse audiences, particularly
the youth and common people, connecting them deeply to Odia literature.
His creative journey began during his school and college years, marked by a
dynamic presence on and off the stage. Alongside directing plays, acting in
college theatre, and appearing in television serials, he hosted shows and
worked as a radio jockey. His campus leadership was equally
prominent, culminating in a successful student union election.
ନୂଆଘରେ କିଛି ଗୋଟେ ପୁରୁଣା ଥାଉ
କାଲିକଥା ସବୁବେଳେ ଆଜି ସେ କହୁ
ସମୟର କାନ୍ଥରେ ସେ କାଚ ଆଇନା
ଦାଣ୍ଡଘରେ ବୁଢ଼ାଟିଏ ବସିକି ଥାଉ ।। — ଡ. ତୃପ୍ତି ରଞ୍ଜନ ଦାସ
ରାତି ତୋର ରୂପ ଦେଖି କେତେ ଡ଼ରିଛି
ମନଜାଣି ଆକାଶରୁ ଜହ୍ନ ଖସିଛି
ଘରଠାରୁ ଦୂରେ ରହି ଆଜି ଜାଣିଲି
ସେ ଜହ୍ନକୁ ବାଲକୋନୀରେ ବୋଉ ଥୋଇଛି ।। — ଡ. ତୃପ୍ତି ରଞ୍ଜନ ଦାସ
ଏ ପବନ ଦୂରଦେଶ ଫେରିଯିବ ଦିନେ
ଦୁଃଖ ଆମ ସୁଖ ପରି ସରିଯିବ ଦିନେ
କାହାକୁ ତୁ ଭୟକରି ଲୁଚାଉଛୁ ପ୍ରେମ
ମଲାପରେ ଏ ଦୁନିଆଁ ଭୁଲିଯିବ ଦିନେ — ଡ. ତୃପ୍ତି ରଞ୍ଜନ ଦାସ
ମୁଁ ତମକୁ ସେଇଦିନ ଭୁଲିଯିବି
ଯେଉଁଦିନ ମହାନଦୀ ପୋତି ହେଇଯିବ
ସଖୀ ଆମେ ମଲାପରେ
କବିତା ଛଡ଼ା ଆଉ କିଛି ବି ନଥିବ — ଡ. ତୃପ୍ତି ରଞ୍ଜନ ଦାସ
